ଭଗବାନଙ୍କୁ କିଏ ଦେଖିଛନ୍ତି ??




କେତେ ଅଲଗା ଶବ୍ଦ , କାନ ରେ ପଡିବ କ୍ଷଣି ପ୍ରତୋକ ଧର୍ମ ର ଲୋକେ ନିଜ ନିଜ ଭଗବାନ ଙ୍କ ର ଛବି କୁ ମନେ ମନେ ଆଙ୍କିଥାନ୍ତି I ଏବଂ ମନ ରେ ଏକ ଅଲଗା ଭାବନା ନିର୍ମାଣ ହେଇଥାଏ I କିନ୍ତୁ ବାସ୍ତବ ଜୀବନରେ କିଏ ଭଗବାନ ଙ୍କୁ ଦେଖିଚି I

ଆମେ ମନ୍ଦିର ଗଲୁ , ମସଜିଦ ଗଲୁ , ଗୁରୁଦ୍ୱାର ମଧ୍ୟ ଗଲୁକେବଳ ଭଗବାନ ଙ୍କ ପ୍ରତି ଶ୍ରଦ୍ଧା ଓ ଆସ୍ଥା ରଖିକି I

କାରଣ ଲକ୍ଷେ ସମସ୍ୟା ଆସିଲେ ମଧ୍ୟ ଆମେ ତାର ପ୍ରତିରୋଧ କରିପାରିବୁ I

ଭଗବାନ ଙ୍କ ର ରୂପ କୁ କେଉଁଠାରେ ଦେଖିହେବ I
ଭଗବାନ ଙ୍କୁ ଆମେ ସମସ୍ତ ଜାଗା ରେ ଦେଖିପାରିବା I
ଧରାପୃଷ୍ଠ – ଯେଉଁଠାରୁ ଆମେ ଅନେକ ପ୍ରକାର ର ଉର୍ଜା ପ୍ରାପ୍ତ କରିଥାଉ I
ଚନ୍ଦ୍ର – ଯିଏ କି ରାତ୍ରି ସମୟ ରେ ଆମ ଧରାପୃଷ୍ଠ କୁ ଆଲୋକିତ କରିଥାଏ I
ସମସ୍ୟା ସମୟ ରେ ଆପଣ ଙ୍କୁ ଯେଉଁ ବ୍ୟକ୍ତି ସହାୟତା କରିଥାନ୍ତି ସେ ବି ଭଗବାନ ଙ୍କ ର  ଶକ୍ତି I
ଜୀବନ ଓ ମୃତ୍ୟୁ ସମୟ ରେ ଆମ କୁ ଯେଉଁ ଡାକ୍ତର ବଂଚାଇଥାନ୍ତି I
ଜୀବନରେ ସତମାର୍ଗ ରେ ଆମ କୁ ଯେଉଁ ଗୁରୁ ମାର୍ଗ ଦର୍ଶନ କରାଇଥାନ୍ତି I

ସିଧା ଅର୍ଥ ରେ ଦେଖିବାକୁ ଗଲେ ପ୍ରତି ମୁହୁର୍ତରେ ଆମ କୁ ଯିଏ ଉଚିତ ଶିକ୍ଷା ଓ ଉଚିତ ମାର୍ଗ ପ୍ରଦାନ କରିଥାଏ ସେ ହେଉଛନ୍ତି ଆମ ର ଭଗବାନ I କେବଳ ଦେଖିବାକୁ ହେଲେ ସତଭାବନା ମନ ରେ ରହିବା ଆବଶ୍ୟକ ହେଇଥାଏ I

ଆମ ମସ୍ତିଷ୍କ ରେ ଭଗବାନ ଶବ୍ଦ ର ଅର୍ଥ ହିଁ ଭିର୍ନ ହେଇଥାଏ I ସେ ମନୁଷ୍ୟ ରୂପରେ ହିଁ ଆମ ପାଖକୁ ଆସିଥାନ୍ତି କିନ୍ତୁ ଆମେ ତାଙ୍କୁ ଚିନ୍ହିପାରିନଥାଉ I


ଭକ୍ତି ରେ ଲାଗିଥାନ୍ତି ସାଧନା ରେ ବି ଲାଗିଥାନ୍ତି
ଅନ୍ୟ କାର୍ୟ ରେ ବି ମନ ଦେଇନଥାନ୍ତି
ଏବଂ ଆଜିକାଲି ର ଲୋକଙ୍କ ର ଚିନ୍ତାଧାରା କୁ ଦେଖି ଏହା ପ୍ରତିତ ହେଉଛି କି ମନୁଷ୍ୟ ଙ୍କ ଠାରୁ ଆଉ ଭଗବାନ ନାହାନ୍ତି I




No comments:

Post a Comment