ପୌରାଣିକ କଥା କୁ ଦେଖିଲେ ଆଜି ମଧ୍ୟ ଭଗବାନ ଶିବ ଏକ ଧରାପୃଷ୍ଠ ରେ ଅଛନ୍ତି I
ବେଦଶାସ୍ତ୍ର ଓ ଭକ୍ତ ଙ୍କ ର ମଧ୍ୟ ଏହି ମାନ୍ୟତା ରହିଛି କି ଏ ଧରା ପୃଷ୍ଠ ରେ ମହାଦେବ ବିଦ୍ୟମାନ ଅଛନ୍ତି I ଏବଂ ମହାଦେବ ହିମାଳୟ ରେ ବାସ କରୁଛନ୍ତି I
ବେଦଶାସ୍ତ୍ର ଓ ଭକ୍ତ ଙ୍କ ର ମଧ୍ୟ ଏହି ମାନ୍ୟତା ରହିଛି କି ଏ ଧରା ପୃଷ୍ଠ ରେ ମହାଦେବ ବିଦ୍ୟମାନ ଅଛନ୍ତି I ଏବଂ ମହାଦେବ ହିମାଳୟ ରେ ବାସ କରୁଛନ୍ତି I
ଯଦି ସାଧୁ ସନ୍ଥ ଙ୍କ ର କଥା ଦେଖିବା ତ ଭୌତିକ ରୂପ ରେ ଆଜି ମଧ୍ୟ ମହାଦେବ ପୃଥିବୀ ରେ ବିଦ୍ୟମାନ I ଏବଂ ଏପରି ମଧ୍ୟ ଲୋକେ କହୁଛନ୍ତି କି କେବଳ ଭାରତ ନୁହେ ଦୁନିଆ ସାରା ର ଅନେକ ପ୍ରାଚୀନ କୀର୍ତି ନାମ ଏହାର ପ୍ରମାଣ I
କେବଳ ସାଧୁସନ୍ଥ ମାନେ ନୁହନ୍ତି ବୈଜ୍ଞାନିକ ମାନେ ମଧ୍ୟ ଏହା କୁ ସତ ବୋଲି ମାନୁଛନ୍ତି I
ଆଜିକା ସମୟ ରେ ଯେତେ ବି ବୈଜ୍ଞାନିକ ଏହି ଶିବଲିଙ୍ଗ ଉପରେ ଗବେଷଣା କରିଛନ୍ତି କିଛି ବି ପାଇନାହାନ୍ତି I ଏବଂ ଏହି କାରଣ ରୁ ପ୍ରତି ବର୍ଷ ଅମର ନାଥ ଙ୍କ ର ଯାତ୍ରା ରେ ଲକ୍ଷ ଲକ୍ଷ ଭକ୍ତ ଯାଇଥାନ୍ତି I
ବୈଜ୍ଞାନିକ ମାନେ ମଧ୍ୟ ଏହା ମାନୁଛନ୍ତି କି ଭାରତ ର ଇତିହାସ ଅନ୍ୟ ଦେଶ ର ଇତିହାସ ଠାରୁ ସମ୍ପୂର୍ଣ ଭିର୍ନ ଅଟେ I ଏବଂ ଆଜି ମଧ୍ୟ ମହାଦେବ ହିମାଳୟ ର କନ୍ଦରରେ ବିଦ୍ୟମାନ ଅଛନ୍ତି I
ମହାକୁଂଭ ରେ ଆଜିକା ସମୟ ରେ ମଧ୍ୟ ସାଧୁ ମାନେ ଅନେକ ବର୍ଷ ତପସ୍ୟା କରିବା ପର ଗୁମ୍ଫା ରୁ ବାହାର କୁ ଆସିଥାନ୍ତି I ଏବଂ ସରକାରୀ କାଗଜରେ ଦେଖିଲେ ଏହି ସାଧୁ ଙ୍କୁ ତ ମୃତ ବୋଲି ମଧ୍ୟ ଘୋଷିତ କରାଯାଇଛି I ଏବଂ ସାଧୁ ଙ୍କ ସହ ଆଲୋଚନା କଲେ ସେ ଏହା କହିଥାନ୍ତି କି ତପସ୍ୟା ସମୟ ରେ ସେ ମୃତ ଶରୀର ପରୀ ହିଁ ହେଇଥାନ୍ତି I
No comments:
Post a Comment