ଭଗବାନଙ୍କୁ କିଏ ଦେଖିଛନ୍ତି ??




କେତେ ଅଲଗା ଶବ୍ଦ , କାନ ରେ ପଡିବ କ୍ଷଣି ପ୍ରତୋକ ଧର୍ମ ର ଲୋକେ ନିଜ ନିଜ ଭଗବାନ ଙ୍କ ର ଛବି କୁ ମନେ ମନେ ଆଙ୍କିଥାନ୍ତି I ଏବଂ ମନ ରେ ଏକ ଅଲଗା ଭାବନା ନିର୍ମାଣ ହେଇଥାଏ I କିନ୍ତୁ ବାସ୍ତବ ଜୀବନରେ କିଏ ଭଗବାନ ଙ୍କୁ ଦେଖିଚି I

ଆମେ ମନ୍ଦିର ଗଲୁ , ମସଜିଦ ଗଲୁ , ଗୁରୁଦ୍ୱାର ମଧ୍ୟ ଗଲୁକେବଳ ଭଗବାନ ଙ୍କ ପ୍ରତି ଶ୍ରଦ୍ଧା ଓ ଆସ୍ଥା ରଖିକି I

କାରଣ ଲକ୍ଷେ ସମସ୍ୟା ଆସିଲେ ମଧ୍ୟ ଆମେ ତାର ପ୍ରତିରୋଧ କରିପାରିବୁ I

ଭଗବାନ ଙ୍କ ର ରୂପ କୁ କେଉଁଠାରେ ଦେଖିହେବ I
ଭଗବାନ ଙ୍କୁ ଆମେ ସମସ୍ତ ଜାଗା ରେ ଦେଖିପାରିବା I
ଧରାପୃଷ୍ଠ – ଯେଉଁଠାରୁ ଆମେ ଅନେକ ପ୍ରକାର ର ଉର୍ଜା ପ୍ରାପ୍ତ କରିଥାଉ I
ଚନ୍ଦ୍ର – ଯିଏ କି ରାତ୍ରି ସମୟ ରେ ଆମ ଧରାପୃଷ୍ଠ କୁ ଆଲୋକିତ କରିଥାଏ I
ସମସ୍ୟା ସମୟ ରେ ଆପଣ ଙ୍କୁ ଯେଉଁ ବ୍ୟକ୍ତି ସହାୟତା କରିଥାନ୍ତି ସେ ବି ଭଗବାନ ଙ୍କ ର  ଶକ୍ତି I
ଜୀବନ ଓ ମୃତ୍ୟୁ ସମୟ ରେ ଆମ କୁ ଯେଉଁ ଡାକ୍ତର ବଂଚାଇଥାନ୍ତି I
ଜୀବନରେ ସତମାର୍ଗ ରେ ଆମ କୁ ଯେଉଁ ଗୁରୁ ମାର୍ଗ ଦର୍ଶନ କରାଇଥାନ୍ତି I

ସିଧା ଅର୍ଥ ରେ ଦେଖିବାକୁ ଗଲେ ପ୍ରତି ମୁହୁର୍ତରେ ଆମ କୁ ଯିଏ ଉଚିତ ଶିକ୍ଷା ଓ ଉଚିତ ମାର୍ଗ ପ୍ରଦାନ କରିଥାଏ ସେ ହେଉଛନ୍ତି ଆମ ର ଭଗବାନ I କେବଳ ଦେଖିବାକୁ ହେଲେ ସତଭାବନା ମନ ରେ ରହିବା ଆବଶ୍ୟକ ହେଇଥାଏ I

ଆମ ମସ୍ତିଷ୍କ ରେ ଭଗବାନ ଶବ୍ଦ ର ଅର୍ଥ ହିଁ ଭିର୍ନ ହେଇଥାଏ I ସେ ମନୁଷ୍ୟ ରୂପରେ ହିଁ ଆମ ପାଖକୁ ଆସିଥାନ୍ତି କିନ୍ତୁ ଆମେ ତାଙ୍କୁ ଚିନ୍ହିପାରିନଥାଉ I


ଭକ୍ତି ରେ ଲାଗିଥାନ୍ତି ସାଧନା ରେ ବି ଲାଗିଥାନ୍ତି
ଅନ୍ୟ କାର୍ୟ ରେ ବି ମନ ଦେଇନଥାନ୍ତି
ଏବଂ ଆଜିକାଲି ର ଲୋକଙ୍କ ର ଚିନ୍ତାଧାରା କୁ ଦେଖି ଏହା ପ୍ରତିତ ହେଉଛି କି ମନୁଷ୍ୟ ଙ୍କ ଠାରୁ ଆଉ ଭଗବାନ ନାହାନ୍ତି I




କାହିଁକି ସଧବା ନାରୀମାନେ ମଥାରେ ସିନ୍ଦୁର ପିନ୍ଧିଥାଆନ୍ତି ଏବଂ ଏହାର ବୈଜ୍ଞାନିକ କାରଣ ।


ହିନ୍ଦୁ ନବ ବର୍ଷ କାହିଁକି ପାଳନ କରିବା ?






ଆମ ଓଡ଼ିଶା


ହିନ୍ଦୁ ନବ ବର୍ଷ କାହିଁକି ପାଳନ କରିବା ?

1.ବ୍ରହ୍ମାଙ୍କ ଦ୍ବାରା କାଳ ଗଣନା ପ୍ରାରମ୍ଭ ।
2. ଧର୍ମରାଜ ଯୁଧିଷ୍ଠିରଙ୍କ ସିଂହାସନ ଆରୋହଣ ।
3. ଭଗବାନ ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ।
4. ବିକ୍ରମାଦିତ୍ୟଙ୍କ ସିଂହାସନ ଆରୋହଣ ।
5. ସଂଘର ପ୍ରତିଷ୍ଠିତାଙ୍କ ଜନ୍ମ ।
6. ଶକାବ୍ଦ ଗଣନା ଆରମ୍ଭ ।
7. ସ୍ୱାମୀ ଦୟାନନ୍ଦ ସରସ୍ବତୀଙ୍କ ଦ୍ୱାରା ଆର୍ଯ୍ୟ ସମାଜ ସ୍ଥାପନ ।
8. ବିକ୍ରମ ସମ୍ବତ୍ ଆରମ୍ଭ ।
9. ନବରାତ୍ରର ଆରମ୍ଭ ।
10. ଯୁଗାବ୍ଦ ଆରମ୍ଭ ।
11.ଭାରତର ରାଷ୍ଟ୍ରୀୟ ସମ୍ବତ୍ ଶାଳୀବାହାନାବ୍ଦ ଆରମ୍ଭ ।

ବୈଜ୍ଞାନିକ ମାନେ ମଧ୍ୟ ମାନିଲେ କି ଭଗବାନ ଶିବ ଧରାପୃଷ୍ଠରେ ଅଛନ୍ତି ବୋଲି

ପୌରାଣିକ କଥା କୁ ଦେଖିଲେ ଆଜି ମଧ୍ୟ ଭଗବାନ ଶିବ ଏକ ଧରାପୃଷ୍ଠ ରେ ଅଛନ୍ତି I
ବେଦଶାସ୍ତ୍ର ଓ ଭକ୍ତ ଙ୍କ ର ମଧ୍ୟ ଏହି ମାନ୍ୟତା ରହିଛି କି ଏ ଧରା ପୃଷ୍ଠ ରେ ମହାଦେବ ବିଦ୍ୟମାନ ଅଛନ୍ତି I ଏବଂ ମହାଦେବ ହିମାଳୟ ରେ ବାସ କରୁଛନ୍ତି I


ଯଦି ସାଧୁ ସନ୍ଥ ଙ୍କ ର କଥା ଦେଖିବା ତ ଭୌତିକ ରୂପ ରେ ଆଜି ମଧ୍ୟ ମହାଦେବ ପୃଥିବୀ ରେ ବିଦ୍ୟମାନ I ଏବଂ ଏପରି ମଧ୍ୟ ଲୋକେ କହୁଛନ୍ତି କି କେବଳ ଭାରତ ନୁହେ ଦୁନିଆ ସାରା ର ଅନେକ ପ୍ରାଚୀନ କୀର୍ତି ନାମ ଏହାର ପ୍ରମାଣ I

କେବଳ ସାଧୁସନ୍ଥ ମାନେ ନୁହନ୍ତି ବୈଜ୍ଞାନିକ ମାନେ ମଧ୍ୟ ଏହା କୁ ସତ ବୋଲି ମାନୁଛନ୍ତି I


ଆଜିକା ସମୟ ରେ ଯେତେ ବି ବୈଜ୍ଞାନିକ ଏହି ଶିବଲିଙ୍ଗ ଉପରେ ଗବେଷଣା କରିଛନ୍ତି କିଛି ବି ପାଇନାହାନ୍ତି I ଏବଂ ଏହି କାରଣ ରୁ ପ୍ରତି ବର୍ଷ ଅମର ନାଥ ଙ୍କ ର ଯାତ୍ରା ରେ ଲକ୍ଷ ଲକ୍ଷ ଭକ୍ତ ଯାଇଥାନ୍ତି I

ବୈଜ୍ଞାନିକ ମାନେ ମଧ୍ୟ ଏହା ମାନୁଛନ୍ତି କି ଭାରତ ର ଇତିହାସ ଅନ୍ୟ ଦେଶ ର ଇତିହାସ ଠାରୁ ସମ୍ପୂର୍ଣ ଭିର୍ନ ଅଟେ I ଏବଂ ଆଜି ମଧ୍ୟ ମହାଦେବ ହିମାଳୟ ର କନ୍ଦରରେ ବିଦ୍ୟମାନ ଅଛନ୍ତି I
ମହାକୁଂଭ ରେ ଆଜିକା ସମୟ ରେ ମଧ୍ୟ ସାଧୁ ମାନେ ଅନେକ ବର୍ଷ ତପସ୍ୟା କରିବା ପର ଗୁମ୍ଫା ରୁ ବାହାର କୁ ଆସିଥାନ୍ତି I ଏବଂ ସରକାରୀ କାଗଜରେ ଦେଖିଲେ ଏହି ସାଧୁ ଙ୍କୁ ତ ମୃତ ବୋଲି ମଧ୍ୟ ଘୋଷିତ କରାଯାଇଛି I ଏବଂ ସାଧୁ ଙ୍କ ସହ ଆଲୋଚନା କଲେ ସେ ଏହା କହିଥାନ୍ତି କି ତପସ୍ୟା ସମୟ ରେ ସେ ମୃତ ଶରୀର ପରୀ ହିଁ ହେଇଥାନ୍ତି I